ଆଞ୍ଚଳିକ କୁଜଙ୍ଗ: ଚୋରି ସାମଗ୍ରି ଜବତ, ୩ ଗିରଫ ଜଣେ ଫେରାର କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଂଚଳରେ ନିୟମିତଭାବେ ଗାଡି ବ୍ୟାଟେରି ଚୋରି ହେଉଥିôବାର ଅଭିଯୋଗ ହୋଇଆସୁଥିଲେ ବି ପୂର୍ବରୁ କୁଜଙ୍ଗ ପୋଲିସ ଚୋରଙ୍କର ଟେର ପାଇପାରୁନଥିଲା।…