ଅପରାଧ ଖୋର୍ଦ୍ଧା: ଅବକାରୀ ଚଢ଼ାଉ, ମହିଳାଙ୍କ ସମେତ ଛଅ ଜଣ ଅଭିଯୁକ୍ତ ଗିରଫ ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବେଗୁନିଆ ଏବଂ ଟାଉନ ଥାନା ଅଧିନସ୍ଥ ଚୁଡ଼ା, ତଳଟୁଙ୍ଗା, ରାମଚନ୍ଦ୍ରପୁର ଏବଂ ଗୁରୁଜଙ୍ଗ ଗ୍ରାମରେ ଚଢ଼ାଉ କରାଯାଇଥିଲା।…