ଆଜିର ଖବର ବିଶ୍ୱକପ୍ରେ ଛକାର ଅର୍ଦ୍ଧଶତକ ହାସଲ କଲେ ରୋହିତ ଶର୍ମା: ବିଶ୍ୱର ହେଲେ ପ୍ରଥମ ବ୍ୟାଟ୍ସମ୍ୟାନ୍ ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ୱକପରେ ଛକାର ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପର ସେମିଫାଇନାଲ ମ୍ୟାଚରେ ରୋହିତ…