ଆଜିର ଖବର ଟାଇମସ ଇଣ୍ଟରନେଟ ସଂସ୍ଥାରୁ ଛଟେଇ ହେଲେ ୨୦୦ ସାମ୍ବାଦିକ ଓ କର୍ମଚାରୀ ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ଗଣମାଧ୍ୟମ ଜଗତ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରିବାରେ ଲାଗିଛି। ବିଭିନ୍ନ ମିଡିଆ କଂପାନୀ ବର୍ତ୍ତମାନ ସାମ୍ବାଦିକମାନଙ୍କୁ ଛଟେଇ କରିବାରେ ଲାଗିଛି।…