ବିଶେଷ ଖବର ନୂଆପଡା ଉପନିର୍ବାଚନ ପ୍ରଚାର ବେଳେ ଅରୁଣ ସାହୁ କହିଲେ ବିଜେପି ରାଜ୍ୟରେ ଭଲ କାମ କରିଛି ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ରହିଲା। ଫଳରେ ତିନିଦଳର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି। ପ୍ରଚାର ମଇଦାନରେ ଉଭୟ…