ଆଜିର ଖବର ଚିଲିକାରେ ସରକାରୀ ବିଦ୍ୟାଳୟ ପ୍ରତି ବଢୁଛି ଆଗ୍ରହ, ଛାତ୍ରଛାତ୍ରୀଙ୍କ ନାମ ଲେଖା ୬ ପ୍ରତିଶତକୁ ବୃଦ୍ଧି ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ର ଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ନିମନ୍ତେ ପ୍ରୋତ୍ସାହନ ଦେବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି।…