ଆଜିର ଖବର ରାସ୍ତା ଦୁର୍ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ଓ ଆଉ ଜଣେ ଗୁରୁତର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଓ ଧୋବାଡି ପାଟପୁର ମଧ୍ୟରେ ଏକ ମୋଟରସାଇକେଲ (ଓଡି୩୨ ଏଫ୍ ୮୩୯୪) ସହ ଏକ କୋର୍ଟ…