ଅପରାଧ ଭୁବନେଶ୍ବରରେ ଛାତ୍ରୀଙ୍କୁ ଗୁଳିମାଡ଼ : ଦୁଇ ଦୁର୍ବୃତ୍ତ ଫେରାର ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରରେ ଦିନ ଦ୍ବିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ । ଇନ୍ଫୋସିଟି ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳି ମାଡ ହୋଇଥିବାର ସୂଚନା ମିଳିଛି ।…