ଆଜିର ଖବର ନଭି ମୁମ୍ବାଇର ଗୋଟିଏ ବିଦ୍ୟାଳୟରୁ ୧୬ ଛାତ୍ର ପଜିଟିଭ, ବିଦେଶରୁ ଫେରିଥିଲେ ସଂକ୍ରମିତ ଛାତ୍ରଙ୍କ ପିତା ମୁମ୍ବାଇ: ମହାରାଷ୍ଟ୍ରର ନଭି ମୁମ୍ବାଇର ଏକ ବିଦ୍ୟାଳୟରେ ଜଣେ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପରୀକ୍ଷା ପରେ ଆଉ ୧୬ ଜଣ ଛାତ୍ର କରୋନା ପଜିଟିଭ…