ଆଜିର ଖବର ରାଜ୍ୟରେ ଆଉ 57 କରୋନା ଆକ୍ରାନ୍ତ ସୁସ୍ଥ, କରୋନା ମୁକ୍ତ ହେଲା ଭୁବନେଶ୍ବର ଭୁବନେଶ୍ବର : ଭୁବନେଶ୍ବର ଏବେ କରୋନା ମୁକ୍ତ । ଭୁବନେଶ୍ବରରୁ ତିନିଜଣ ସୁସ୍ଥ ହୋଇଥିବାବେଳେ ଭୁବନେଶ୍ବରରେ ଆଉ ଆକ୍ଟିଭ୍ କେସ ନାହାନ୍ତି । ଭୁବନେଶ୍ବର ଭଳି ଜଗତସିଂହପୁର…