ଅପରାଧ ଗଣଦୁଷ୍କର୍ମ ଓ ଚୋରି ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ମଣିଜଙ୍ଗା-ଏରସମା ରାସ୍ତା ଅବରୋଧ ରମେଶ ମହାନ୍ତି ଜଗତସିଂହପୁର: ଜଗତସି°ହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ବୋଧେଇ ପଞ୍ଚାୟତ ଜୋକେଇ ଗ୍ରାମରେ ଗତ ୧୬ ତାରିଖ ରାତିରେ ହୋଇଥିବା ଗଣଦୁଷ୍କର୍ମ ଓ ଚୋରି…