ବିଶେଷ ଖବର ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି, ଜ୍ବରରୁ ସୁସ୍ଥ ହେବା ପରେ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଆସିଲା ଫଳ ଭାର ପୁରୀ, ଶ୍ରୀଜଗନ୍ନାଥଙ୍କ ପରଂପରା ବଡ ଅନନ୍ୟ ଏବଂ ବିଚିତ୍ର ମଧ୍ୟ। ଓଡିଆ ଘରର ଚାଲିଚଳନି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂପୂର୍ଣ୍ଣ ଭାବେ ଜଡିତ ରହିଛି। ଘରେ ଦେହ…