ଆଜିର ଖବର ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାକୁ ବିରୋଧ କରିବା ମହଙ୍ଗା ପଡିଲା: ଅତିଥିଙ୍କୁ କଳାପତାକା ଦେଖାଇଲେ ଗ୍ରାମବାସୀ ରମେଶ ମହାନ୍ତି ଜଗତସିଂହପୁର: ଜଣେ ଭଦ୍ରମୁଖା ପିନ୍ଧା ବ୍ୟକ୍ତି ନିଜର ଶକ୍ତି ପ୍ରଦର୍ଶନ କରିବା ନିମନ୍ତେ ହିନ୍ଦୁ ସଂସ୍କୃତି ପରମ୍ପରାକୁ ଜଳାଞ୍ଜଳି ଦେବା ଭଳି ଏକ ଅଭାବନୀୟ…