ଧର୍ମ ଜଗା ହାତରେ ରାକ୍ଷୀ ପିନ୍ଧାଇଲା ପାଟପୁର ଗାଁର ମାଳତୀ: ଭିନ୍ନ ଏକ କିମ୍ବଦନ୍ତୀ, ଭିନ୍ନ ଏକ ଲୋକକଥା ଭୁବନେଶ୍ବର: ପ୍ରାଚୀନ ଯୁଗର କଥା। ଶ୍ରୀକ୍ଷେତ୍ର ଯିବା ପଥରେ ଗ୍ରାମଟିଏ ପଡ଼େ ପାଟପୁର। ସେହି ଗ୍ରାମରେ ବାସ କରୁଥିଲେ,ଏକ ଅତ୍ୟନ୍ତ ଗରିବ ପରିବାର। ପତି, ପତ୍ନୀ,ପୁଅ ଓ…