ବିଶେଷ ଖବର ଏକ ଗଛରେ କାହିଁକି ରାକ୍ଷୀ ବାନ୍ଧିଲେ ଜଙ୍ଗଲମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଭୁବନେଶ୍ୱର: ମାନବ ସମାଜର ସୁରକ୍ଷା ପାଇଁ ପରିବେଶର ସୁରକ୍ଷା ନିତାନ୍ତ ଆବଶ୍ୟକ ଓ ପରିବେଶର ସନ୍ତୁଳନ ରକ୍ଷା କରିବା ନିମନ୍ତେ ବୃକ୍ଷରାଜି ଏବଂ ଜଙ୍ଗଲର ସୁରକ୍ଷା ଜରୁରୀ।…