ଆଜିର ଖବର ମାର୍ଚ୍ଚ ୨୯ରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ୧ ଲକ୍ଷ ପାଇକଙ୍କ ଭୁବନେଶ୍ୱରରେ ଜନଗର୍ଜନ ସମାବେଶ ଭୁବନେଶ୍ୱର: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପାଇକ ରେଜିମେଣ୍ଟ ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ…