ଜାତୀୟ ଖବର ଓଡିଶାରେ ବଳବାନ ହେଉଛି କଂଗ୍ରେସ, ମାଲକାନାଗିରିରେ ମୂଳନିବାସୀ ଜନଜାଗରଣ ସମାବେଶ ଭୁବନେଶ୍ୱର : ଗତକାଲି ପ୍ରଦେଶ କଂଗ୍ରେସ ତରଫରୁ ମାଲକାନାଗିରିର ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ ଆୟୋଜିତ ହୋଇଯାଇଛି। ଏହି ଆୟୋଜନ କଂଗ୍ରେସର ପ୍ରଥମ ଏକ ବଡ…