ଆଜିର ଖବର ଜନଜାତି ଗୌରବ ଦିବସ : ମାଲକାନଗିରିରେ ରାଜ୍ୟସ୍ତରୀୟ ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ ମାଲକାନଗିରି: ଆଜି ମହାନ ଜନଜାତି ନେତା ତଥା ସ୍ୱାଧୀନତା ସଂଗ୍ରାମୀ ବୀର୍ସା ମୁଣ୍ଡାଙ୍କ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଜନଜାତି ଗୌରବ ଦିବସ।…