ଅନ୍ତରାଷ୍ଟ୍ରୀୟ ସାରା ବିଶ୍ବରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୫ ଲକ୍ଷ ଟପିଲା, ଆମେରିକାରେ ସର୍ବାଧିକ ରୋଗୀ ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ବୁଧବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୧୫ ଲକ୍ଷ ୧୭ ହଜାର…