ଜାତୀୟ ଖବର ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍ ନୂଆଦିଲ୍ଲୀ: ଜନ ବିଶ୍ୱାସ (ବ୍ୟବସ୍ଥାଗୁଡିକର ସଂଶୋଧନ) ବିଲ୍, ୨୦୨୬ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହୋଇଛି। ଏହା ଦେଶରେ ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ସୁଗମତାକୁ…