ଆଜିର ଖବର ବାବ୍ରି ମସଜିଦ କ୍ରିୟାନୁଷ୍ଠାନ କମିଟିର ସଭାପତି ଜଫରୟାବ ଜିଲାନିଙ୍କ ଦେହାନ୍ତ, ଅଯୋଧ୍ୟା ମାମଲାରେ ଥିଲେ ଓକିଲ ନୂଆଦିଲ୍ଲୀ: ଲକ୍ଷ୍ନୌର ବରିଷ୍ଠ ଓକିଲ ତଥା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (ଏଆଇଏମପିଏଲବି) ର ସଚିବ ଜଫରୟାବ ଜିଲାନୀଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି।…