ବିଶେଷ ଖବର ଏଣିକି ଘରେ ବସି ଜମି କିଣାବିକା ପାଇଁ ଆରମ୍ଭ ହେବ ସଂପୂର୍ଣ୍ଣ ଅନ ଲାଇନ ପକ୍ରିୟା ଭୁବନେଶ୍ବର, ଜମି କିଣିବିକା କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ଅନଲାଇନ କରିବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ବ ବିଭାଗର ଏକ ସମୀକ୍ଷା ବୈଠକରେ…