ଆଜିର ଖବର ଓଡ଼ିଶା ଗସ୍ତରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ: ପରିଦର୍ଶନ କଲେ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା ଜମ୍ମୁ କଶ୍ମୀରର (କେନ୍ଦ୍ର ଶାସିତ ଅଞ୍ଚଳ) ମାନ୍ୟବର ଉପରାଜ୍ୟପାଳ ମନୋଜ ସିହ୍ନା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି।…