ଆଜିର ଖବର ଜରପଡା ନିକଟରେ ହାତୀ ମୃତ୍ୟୁ ମାମଲା: ମତ ରଖିଲା ପୂର୍ବତଟ ରେଳପଥ ଭୁବନେଶ୍ଵର: ଗତ ଏପ୍ରିଲ 6 ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଠାରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ…