ଆଜିର ଖବର ଝଙ୍କଡ଼ ଶାରଳା ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକକୋଟି ଟଙ୍କା ଅନୁଦାନ: ଭଙ୍ଗାହେଲା ଜରାଜୀର୍ଣ୍ଣ କୋଠା ରମେଶ ମହାନ୍ତି ଜଗତସିଂହପୁର: ପ୍ରସିଦ୍ଧ ଝଙ୍କଡ଼ ଶାରଳା ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକକୋଟି ଟଙ୍କା ଅନୁଦାନର କାର୍ଯ୍ୟକାରୀତା ନେଇ ପ୍ରଶାସନ ତରଫରୁ ତତ୍ପରତା…