ଆଜିର ଖବର ଜରେସିଙ୍ଗା ଗ୍ରାମରେ ଅଘଟଣ: ବଜ୍ରପାତରେ ୨୬ ଗାଈ ମୃତ କନ୍ଦର୍ପ ବେହେରା ରେଢାଖୋଲ: ଆଜି ଅପରାହ୍ନରେ କିସିଣ୍ଡା ଥାନା ଜରେସିଙ୍ଗା ଗ୍ରାମରେ ବଜ୍ରପାତରେ ୨୬ ପଟ ଗାଈ, ବଳଦ ଓ ବାଛୁରୀ ମୃତ୍ୟୁ ବରଣ କରିଥିବା ଖବର…