ଆଜିର ଖବର ପାଣିପାଗ ଏବଂ ଜଳବାୟୁ-ସ୍ମାର୍ଟ ଭାରତ ଗଠନ ପାଇଁ ‘ମିଶନ ମୌସମ’କୁ କ୍ୟାବିନେଟ୍ ମଞ୍ଜୁରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦୁଇ ବର୍ଷ ମଧ୍ୟରେ ୨,୦୦୦ କୋଟି ଟଙ୍କା ବ୍ୟୟ ବରାଦ ସହ ‘ମିଶନ ମୌସମ’କୁ…