ଆଜିର ଖବର ଦିଲ୍ଲୀରେ ପହଞ୍ଚିଲା ପରୀ ହତ୍ୟା ମାମଲା : ଏନ୍ସିପିସିଆରଙ୍କୁ ଭେଟିଲେ ସମ୍ବିତ ପାତ୍ର ନୂଆଦିଲ୍ଲୀ : ନୟାଗଡ଼ ପରୀ ହତ୍ୟା ମାମଲା ଦିଲ୍ଲୀରେ ପହଞ୍ଚିଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିସନ (ଏନସିପିସିଆର୍)ଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିଛନ୍ତି।…