ଆଜିର ଖବର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ଭୁବନେଶ୍ୱର: ପ୍ରତ୍ୟେକ ସଫଳ ଚିକିତ୍ସାର ପ୍ରଚ୍ଛଦପଟ୍ଟରେ ଡାକ୍ତରମାନଙ୍କର ବର୍ଷ ବର୍ଷର ଉତ୍ସର୍ଗ, ନିରନ୍ତର ଜ୍ଞାନ ଆହରଣ ଏବଂ ଅଦୃଶ୍ୟ ତ୍ୟାଗ ରହିଥାଏ । ରୋଗୀମାନେ ଡାକ୍ତରମାନଙ୍କୁ ଭଗବାନ…