ଆଜିର ଖବର ୫ଜି ସେବା ଭାରତର ଜାତୀୟ ପ୍ରାଥମିକତା ହେବା ଦରକାର: ମୁକେଶ ଅମ୍ବାନି ଭୁବନେଶ୍ୱର: ଯେତେ ଶୀଘ୍ର ସମ୍ଭବ ଭାରତକୁ ୨ଜିରୁ ୪ଜି ଓ ୫ଜିକୁ ରୂପାନ୍ତରିତ ହେବାକୁ ପଡ଼ିବ। ସାମାଜିକ-ଅର୍ଥନୈତିକ ଦୃଷ୍ଟିକୋଣରୁ ତଳ ସ୍ତରରେ ବାସ କରୁଥିବା ନିୟୁତାଧିକ ଭାରତୀୟଙ୍କୁ…