ଆଜିର ଖବର ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି ଭୁବନେଶ୍ୱର: ଝାରମୁଣ୍ଡା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସୌମ୍ୟାଶ୍ରୀ ଥାନପତି ଜାତୀୟ ବିଜ୍ଞାନ ସେମିନାର ୨୦୨୬ର ବିଜେତା ହୋଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ଜାତୀୟ ବିଜ୍ଞାନ…