ଆଜିର ଖବର ଜାତୀୟ ମାଷ୍ଟର୍ସ ଦୌଡ କୁଦରେ ମାଳବିକାଙ୍କୁ ୩ସ୍ଵର୍ଣ୍ଣ, ୨ରୌପ୍ୟ ଭୁବନେଶ୍ୱର: ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ସପ୍ତମ ମାଷ୍ଟର୍ସ ଗେମ୍ସ ଆଣ୍ଡ ସ୍ପୋର୍ଟ ୨୦୨୫ କ୍ରୀଡା ପ୍ରତିଯୋଗିତାରେ ଭୁବନେଶ୍ୱର ମୁଖ୍ୟାଳୟର କର୍ମଚାରୀ ମାଳବିକା ମିଶ୍ର ୩ ଟି…