ଆଜିର ଖବର ୬୭ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଭୁବନେଶ୍ୱରରେ ଆୟୋଜିତ ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପୂର୍ବ ତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ୬୭ ତମ ଜାତୀୟ ରେଲୱେ ପୁରସ୍କାର ବିତରଣ ଉତ୍ସବ-୨୦୨୨ ଆୟୋଜିତ ହୋଇଯାଇଅଛି। ରେଲୱେ, ଯୋଗାଯୋଗ…