ଆଜିର ଖବର ପୁରୀରେ ଅନୁଷ୍ଠିତ ହେବ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ୯ମ ଜାତୀୟ ଶିଖର ସମ୍ମିଳନୀ ଭୁବନେଶ୍ଵର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଆଜି ଓ ମାର୍ଚ୍ଚ ୧ ତାରିଖରେ ଓଡ଼ିଶାର ପୁରୀଠାରେ ଜନସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଉତ୍ତମ…