ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ଷ୍ଟାର୍ଟଅପ ପୁରସ୍କାର-୨୦୨୩ ପାଇଁ ଆବେଦନ କରିବାକୁ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ…