ଆଞ୍ଚଳିକ ନାକ୍ଟିଦେଉଳ ମହାଵିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଦର୍ଶନ ସମ୍ପର୍କିତ ଆଲୋଚନା ଚକ୍ର ଓ ଏନ୍ ଏସ୍ ଏସ୍ ଦିବସ କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ର ମୋ କଲେଜ୍ ଅଭିଯାନ ଆନୁକୁଲ୍ୟରେ ମହାତ୍ମାଗାନ୍ଧୀ ଓ ତାଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା…