ଅନ୍ତରାଷ୍ଟ୍ରୀୟ ଚାଇନାରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା, ୨ ବର୍ଷ ପରେ ଗୋଟିଏ ଦିନରେ ୩ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ନୂଆଦିଲ୍ଲୀ: ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିଛି। ଅନେକ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଆଜି ଚାଇନାରେ ୩ ହଜାର ୯୯୩ ନୂତନ କୋଭିଡ-୧୯…