ଜାତୀୟ ଖବର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନ ଯିବା ପଛରେ କଂଗ୍ରେସର ରଣନୀତି କ’ଣ?, କାହିଁକି ନେଉଛନ୍ତି ରାଜନୈତିକ ବିପଦ? ନୂଆଦିଲ୍ଲୀ: ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ଗସ୍ତ କରିବାକୁ ମନା କରିଦେଇଥିବା କଂଗ୍ରେସ ରାମ ମନ୍ଦିର ଉଦ୍ଘାଟନ ସମାରୋହ ପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛି। ଦଳର ସଭାପତି ମଲ୍ଲିକାର୍ଜୁନ…