ବିଶେଷ ଖବର ୧୯୮୬ରେ ରାଜୀବ ଗାନ୍ଧି ରାମ ମନ୍ଦିରର ତାଲା ଖୋଲିଥିଲେ, ପଢନ୍ତୁ କ’ଣ ରହିଛି ପୂରା କାହାଣୀ ନୂଆଦିଲ୍ଲୀ: ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଉଦ୍ଘାଟନ ତାରିଖ ଧାର୍ଯ୍ୟ କରାଯାଇଛି। ଏହି ଉଦ୍ଘାଟନ ପୂର୍ବରୁ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ…