ଆଜିର ଖବର ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ନେଲେ ବରିଷ୍ଠ ନେତା ମନୋଜ ସିହ୍ନା ନୂଆଦିଲ୍ଲୀ, ଆଜି ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ମନୋଜ ସିହ୍ନା। ଜମ୍ମୁକାଶ୍ମୀର ରାଜଭବନରେ ଆୟୋଜିତ…