ଆଜିର ଖବର ଏମଏସପି, କ୍ଷତିପୂରଣ ଏବଂ ମାମଲା ପ୍ରତ୍ୟାହାର ନହେବା ଯାଏଁ ଜାରି ରହିବ ଆନ୍ଦୋଳନ: ରାକେଶ ଟିକାଏତ ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପାଇଁ ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବାକୁ ଯାଉଛି। କୃଷକଙ୍କ ମନୋଭାବରେ ସାମାନ୍ୟ ନରମତା ଅଛି, କିନ୍ତୁ ଆନ୍ଦୋଳନ ଜାରି…