ଅପରାଧ ଅତର ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢାଉ ଜାରି, ନଗଦ ଟଙ୍କା ସହିତ ବହୁ ପରିମାଣର ସୁନା ଜବତ କାନପୁର: ଜିଏସଟି ଇଣ୍ଟେଲିଜେନ୍ସ ଏବଂ ଆୟକର ବିଭାଗର କାନପୁର-କନ୍ନୌଜର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ ଜାରି ରହିଛି। ଏପର୍ଯ୍ୟନ୍ତ ପୀୟୁଷ ଜୈନଙ୍କ ଘରୁ ୧୭୭…