ଜାତୀୟ ଖବର ଅକ୍ଟୋବରରେ ସର୍ବାଧିକ ଜିଏସ୍ଟି ସଂଗ୍ରହ: ଦେଶରେ ୨.୩୧ ଲକ୍ଷ, ଓଡ଼ିଶାରେ ୪୭୪୪ କୋଟି ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା କର (ଜିଏସ୍ଟି) ଆଦାୟରେ ବଡ଼ ଧରଣର ଅଭିବୃଦ୍ଧି ଘଟିଛି। ଅକ୍ଟୋବର ମାସରେ ମୋଟ ଜିଏସ୍ଟି ସଂଗ୍ରହ ୨୨.୯ ପ୍ରତିଶତ ବୃଦ୍ଧି…