ଜାତୀୟ ଖବର ଆପଣଙ୍କ ପାଖରେ ପୁରୁଣା ଜିଓ ଫୋନ ଅଛି କି ? ତେବେ ଶିଘ୍ର ଫେରାଇ, ଆଣନ୍ତୁ ନୂଆ ସ୍ମାର୍ଟ ଫୋନ ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓଫୋନ୍ ନେକ୍ସଟ୍ ପାଇଁ ସୀମିତ ସମୟର ଏକ୍ସଚେଂଜ୍ ଟୁ ଅପ୍ଗ୍ରେଡ୍ ଅଫରର ଶୁଭାରମ୍ଭ କରାଯାଇଛି । ଅଫର ଅନୁସାରେ ଗ୍ରାହକମାନେ ଯେ…