ଜାତୀୟ ଖବର ଜିଓଟିଭି ପ୍ଲସ ଟୁ ଇନ ୱାନ ଅଫର: ଗୋଟିଏ ଏୟାର ଫାଇବର ସଂଯୋଗ ସହିତ ଦୁଇଟି ଟିଭି ଚଲାଇବା ସୁବିଧା ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଜିଓ ଟିଭି ପ୍ଲସ ଟୁ ଇନ ୱାନ ଅଫର ନେଇଆସିଛି। ଏହି ଅଫର ଅନୁଯାୟୀ, ଗ୍ରାହକମାନେ ଏବେ ଗୋଟିଏ ଜିଓ…