ଜିଓ ଭାରତ ଫୋନ୍‌

ଭୁବନେଶ୍ୱର: ରିଲାଏନ୍ସ ଜିଓର ନୂଆ ଜିଓ ଭାରତ ମୋବାଇଲ୍ ଆଗାମୀ ଦୁଇ ତିନି ବର୍ଷରେ ୧୦ କୋଟିରୁ ଅଧିକ ନୂଆ ଗ୍ରାହକ ଯୋଡ଼ିପାରିବା ସମ୍ଭାବନା ସୃଷ୍ଟି ହୋଇଛି।…