ଜାତୀୟ ଖବର ଏୟାରଟେଲ- ଭିଆଇ ପରେ, ମହଙ୍ଗା ହେଲା ଜିଓ ରିଚାର୍ଜ, ଡିସେମ୍ବର 1ରୁ ବୃଦ୍ଧି ପାଇବ ମୂଲ୍ୟ, ଜାଣନ୍ତୁ କେତେ ନୂଆଦିଲ୍ଲୀ: ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ପରେ ଦେଶର ସର୍ବବୃହତ ମୋବାଇଲ୍ ଅପରେଟର ରିଲାଏନ୍ସ ଜିଓ ମଧ୍ୟ ଏହାର ମୋବାଇଲ୍ ରିଚାର୍ଜ ଯୋଜନାକୁ ମହଙ୍ଗା କରିବାକୁ ଯାଉଛି। ରବିବାର…