ଅପରାଧ ବାଣପୁରରେ ଅବକାରୀ ବିଭାଗର ଚଢାଉ: ୬୨୦ ଲିଟର ଦେଶୀମଦ ଓ ୮୧ ଲିଟର ଜିଞ୍ଜର ଜବତ ବାଲୁଗାଁ/ବାଣପୁର: ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୬୨୦ ଲିଟର ଦେଶୀମଦ ଓ ୮୧ ଲିଟର ଜିଞ୍ଜର…