ଆଜିର ଖବର ଜାହାଜ ନିର୍ମାଣ କ୍ଷେତ୍ରରେ ସ୍ବଦେଶୀ ବ୍ୟବହାର ବୃଦ୍ଧି ପାଇଁ ଘରୋଇ କ୍ଷେତ୍ର ସହ ଭାରତୀୟ ତଟରକ୍ଷୀ ବାହିନୀର ବୁଝାମଣା ନୂଆଦିଲ୍ଲୀ: ଜାହାଜ ନିର୍ମାଣରେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ବୃଦ୍ଧି କରିବା ସହ ସ୍ବଦେଶୀ ସାମୁଦ୍ରିକ ଶ୍ରେଣୀର ଇସ୍ପାତ ଯୋଗାଣ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ଏବଂ…