ଅପରାଧ ଜିନ୍ସ ପିନ୍ଧିବା ହେଲା କାଳ: ୧୭ ବର୍ଷର ଝିଅକୁ ପିଟିପିଟି ହତ୍ୟା କଲେ ସମ୍ପର୍କୀୟ ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଜିନ୍ସ ପିନ୍ଧିବାରୁ ଜଣେ ୧୭ ବର୍ଷର ନାବାଳିକାକୁ ପିଟିପିଟି ହତ୍ୟା କରାଯାଇଛି। ଅଭିଯୋଗ ହୋଇଛି ଯେ ଝିଅର ଜେଜେବାପା ତାଙ୍କୁ ଜିନ୍ସ…